ଦେଶ

ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କୁ ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କୁ ହତ୍ୟା । ସାହିଦ ଲତିଫକୁ ହତ୍ୟା କରାଯାଇଛି । ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା । ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ।   ସାହିଦକୁ  ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି ।ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ ଲତିଫ । ଭାରତକୁ ଆତଙ୍କବାଦୀ ପଠେଇବାରେ ମୁଖ୍ୟଭୂମିକା ଥିଲା ସାହିଦ ଲତିଫର । ଜୈସ ଆତଙ୍କବାଦୀ ମାନଙ୍କୁ ଭାରତ ପଠାଉଥିଲା ଲତିଫ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button