ରାଜ୍ୟ

ଭୁବନେଶ୍ୱରରେ ଉଡିଲା ଟଙ୍କା – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଉଡିଲା ଟଙ୍କା | ଚିରାଫଟା ୫ଶହ ଓ ଶହେ ଟଙ୍କିଆ ନୋଟ ଉଡିଲା | ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ | ବ୍ୟାଙ୍କରେ ଚିରାଫଟା ନୋଟ ବଦଳାଇ ନହେବାରୁ ଉଡ଼ାଇଲେ ଟଙ୍କା ଓ ବ୍ୟାଙ୍କ କତୃପକ୍ଷ ନୋଟ ବଦଳାଉନଥିବା ଅଭିଯୋଗ କଲେ |

କୋକେଇରୁ ୪ଘଣ୍ଟା ପାଇଁ ଜୀବନ ପାଇଲେ ଯୁବକ, ଶେଷରେ ପୁଣି ଆଖି ବୁଜିଦେଲେ

The post ଭୁବନେଶ୍ୱରରେ ଉଡିଲା ଟଙ୍କା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button