ରାଜ୍ୟ
କୋର୍ଟକୁ ତଥ୍ୟ ଦେବି : ଅର୍ଚ୍ଚନା – Ibnodisha

[ad_1]
ଭୁବନେଶ୍ୱର : ଇଡି ଅଫିସରୁ ବାହାରିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା । ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି , ଷଡଯନ୍ତ୍ର ଚାଲିଛି । ଯେଉଁ ମାନେ ଫସାଇଥିଲେ, କୋର୍ଟକୁ ତଥ୍ୟ ଦେବି ବୋଲି କହିଛନ୍ତି ଅର୍ଚ୍ଚନା ।
୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ
[ad_2]




