ରାଜ୍ୟ

ବ୍ୟାସସରୋବର, ବ୍ୟାସ ମହୋତ୍ସବ ଓ ଆୟୋଜିତ ମାରାଥାନାରେ ବ୍ୟାପକ ଅବ୍ଯବସ୍ଥା – Ibnodisha

[ad_1]

ଯାଜପୁର : ବହୁ ପ୍ରାଚୀନ କାଳରୁ ବ୍ୟାସଦେବ ପିଠରେ ବ୍ୟାସସରୋବର ମେଳା ଭୌମିୟ ଏକାଦଶୀ ଠାରୁ ଆରମ୍ଭ କରାଯାଇ ଅଛି। ଆଜି ଭୌମ ଏକାଦଶୀ ତିଥି ପଡିଥିବାରୁ ବ୍ୟାସ ସରୋବର ମେଳା ,ବ୍ୟାସ ମହୋତ୍ସବ, ଓ ସହରର ଭାଇଚାରା ପ୍ରତିଷ୍ଠା କରିବା ପାଇଁ ବ୍ୟାସ ମାରାଥନ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଅଛି । ଚଳିତ ବର୍ଷ ମାରାଥନ ବିଭିନ୍ନ ବି ଶୃଙ୍ଖଳl ଓ ଅବ୍ୟବସ୍ଥା ମାନ ପରିଲିକ୍ଷିତ ହୋଇଛି। ବିଗତ ବର୍ଷ ମାନଙ୍କ ରେ ମାରାଥନ ରେ ଯୁବ ବରିଷ୍ଠ ନାଗରିକ ଯେପରି ଭାବରେ ରେ ଅଂଶଗ୍ରହଣ କରିଥିଲେ ତାହା ଚଳିତ ବର୍ଷ ସଂଖ୍ଯା ହ୍ରାସ ପାଇଛି।ପୌର ଅଧ୍ୟକ୍ଷା ,ଉପ ନଗର ପାଳ, ଦୁଇଚାରିଜଣ କାଉଁନସିଲର ଏହି ମାରାଥନ ରେ ଯୋଗ ଦେଇଥିଲେ । ପୌର ଅଧ୍ୟକ୍ଷା , କାଉଁନସିଲର ମାନଙ୍କୁ ଅଣ ଦେଖା କରି ଥିବାରୁ କାଉନସିଲର ମାନେ ଉତ୍ସବ ରେ ଯୋଗ ଦେଇ ନ ଥିବାରୁ ସହରର ବିଭିନ୍ନ ଜାଗାରେ ଚର୍ଚ୍ଚାର ବିଷୟ ପାଲିଟିଛି। ପୌରପରିଷଦ ଦକ୍ଷତା ସହ ପରିଚାଳନା କରି ନ ଥିବାରୁ ମାରାଥନ ଅଂଶ ଗ୍ରହଣ କରିଥିବା ଯୁବକଙ୍କ ମାନଙ୍କ ମଧ୍ଯରେ ଅସନ୍ତୋଷ ପରିଲିକ୍ଷିତ ହୋଇଥୀଲା। ପଚାର,ପ୍ରସାର କରା ଯାଇ ନ ଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ଯା ବିଶେଷ ଦେଖିବାକୁ ମିଳି ନ ଥିଲା। ଏପରିକି ବ୍ୟାସନଗର ପୌରପରିଷଦ ପକ୍ଷରୁ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଗଠିତ ଚୟନ କମିଟ୍ ବୈଠକ ନ ଡାକିବିକୁ ନେଇ ସହରର କେତେକଙ୍କ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ ପାଇଛି। ମେଳାର ପଚାର, ପସାର ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଏ କିନ୍ତୁ ଚଳିତ ବର୍ଷ ଏହାର ବେତିକ୍ରମ ଦେଖିବାକୁ ମିଳିଛି । ସୀମିତ ସଂଖ୍ୟକ ଗଣ ଦୌଡ ପ୍ରତିଯୋଗୀତା ରେ ସାମିଲ ହୋଇ ଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button