ରାଜ୍ୟ

୬୫ ବର୍ଷ ବୟସରେ ଆଖି ବୁଜିଲା ‘ଖରସେଲ’

ମ୍ବଲପୁର : ଡେବ୍ରିଗଡ ଅଭୟାରଣ୍ୟରେ ହାତୀ ‘ଖରସେଲ’ର ମୃତ୍ୟୁ ଘଟିଛି । ୬୫ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡେବ୍ରିଗଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ପ୍ରାୟ ୫ ରୁ ୬ ମାସ ହେବ ହାତୀ ଠିକ୍‌ ରେ ଚଳପ୍ରଚଳ କରୁନଥିଲା । ଖାଦ୍ୟ ମଧ୍ୟ ଠିକରେ ଗ୍ରହଣ କରୁନଥିଲା । ଖରସେଲକୁ ବଲାଙ୍ଗୀର ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button