ରାଜ୍ୟ

୧୦୬ କିଲୋର ଗଞ୍ଜେଇ ଜବତ ; ଗଞ୍ଜେଇ ଚୋରାଚାଲାଣକାରୀ ଫେରାର – Ibnodisha

[ad_1]

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟୀମାନେ ଏକ କାର ସାହାଯ୍ୟରେ ବେଆଇନଭାବେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ଏନେଇ କୌଣସି ମତେ ଏହାର ଗୁଇନ୍ଦା ସୂଚନା ପୋଲିସଙ୍କୁ ମିଳିଥିଲା । ଏହି ଖବର ପାଇ ପୋଲିସ ଅଧିକାରୀ ଦୁଇଟି ଟିମ ଗଠନ କରି ଗାଡି ଧରିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଧିକାରୀ କାରକୁ ଧରିଥିଲେ । ପୋଲିସ ଅଧିକାରୀଙ୍କୁ ଦେଖି ଚୋରାଚାଲାଣ ବ୍ୟବସାୟୀମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଜବତ ହୋଇଥିବା ଗାଡ଼ିରୁ ୧୦୬ କିଲୋର ଗଞ୍ଜେଇ ଜବତ କରାଯାଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button