ରାଜ୍ୟ

ସାମ୍ବାଦିକଙ୍କୁ ବିଡିଓଙ୍କ ଆକ୍ରମଣ ମାମଲାରେ ଆକ୍ସନ, ବଦଳିଲେ ସୋନପୁର ଥାନା ଅଧିକାରୀ

ସୋନପୁର ୦୫/୧୧: ସାମ୍ବାଦିକଙ୍କୁ ବିଡିଓଙ୍କ ଆକ୍ରମଣ ମାମଲାରେ ଆକ୍ସନ। ବଦଳିଲେ ସୋନପୁର ଥାନା ଅଧିକାରୀ। ଆଇଆଇସିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଏସ୍ପି । ଥାନା ଅଧିକାରୀ ଭୋଜରାଜ ଶାହଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏବେ ଥାନା ରଞ୍ଜିତ ସାହୁ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button