ରାଜ୍ୟ
ଓଲଟିଲା ସ୍କୁଲ ଭ୍ୟାନ ; ୬ ଆହାତ – Ibnodisha

[ad_1]
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଳା ପଙ୍ଗାତିରା ରାସ୍ତାର ଡିହଡୋଳ ଗାଁ ନିକଟରେ ଗୋଟିଏ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ ଓଲଟିପଡିଲା । ଭ୍ୟାନରେ ୧୨ ଜଣ ଛାତ୍ରଛତ୍ରୀ ସ୍କୁଲ ଯାଉଥିଲେ । ଦୁର୍ଘଟଣାରେ ୬ ଜଣ ଛାତ୍ରଛତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥର ଥିବା ଜଣାପଡିଛି । ସମସ୍ତ ଛାତ୍ରଛତ୍ରୀ ବାରିହାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ବୋଲି ଜଣା ପଡିଛି । ପୋଲିସ ଭ୍ୟାନଟିକୁ ଜବତ କରି ନିଜ ହେପାଜତରେ ରଖିଛି ।
[ad_2]