ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ – Ibnodisha

[ad_1]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କୁ ଚିଠି ଲେଖିଲେ ରାଜ୍ୟପାଳ । ଢେଙ୍କାନାଳ, ଅନୁଗୁଳର ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ଚିଠି । ଦୁଇ ଜିଲ୍ଲାର ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି । ଯୋରନ୍ଦା ବୃଦ୍ଧାଶ୍ରମ, ବାଜିରାଉତ ଛାତ୍ରାବାସର ସମସ୍ୟାକୁ ନେଇ ଚିଠି । ତାଳଚେର କନ୍ଧବେରିଣୀ ଗାଁର ଜଳସ୍ତର ହ୍ରାସକୁ ନେଇ ମଧ୍ୟ ଉଦ୍ବେଗ । ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଲୋକେ ।
[ad_2]