ରାଜ୍ୟ

ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ – Ibnodisha

[ad_1]

ଭୁୁବନେଶ୍ୱର: ଏଣିକି ଦୁଷ୍କର୍ମ କରି ଖଦସି ଯାଇପାରିବନି ଦୋଷୀ । ସାବାଡ ହେବେ ଦୁଷ୍କର୍ମକାରୀ । କେନ୍ଦୁଝରରେ ହୋଇଥିବା ନାବାଳିକା ଦୁର୍ଷ୍କମ ଘଟଣାର ଦୁର୍ଷମୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ଦୋଷୀ ମହା ଟୁଡୁକୁ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୯ ଆନନ୍ଦପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାର ରା ପ୍ରକାଶ ପାଇଲା । ପୀଡିତାଙ୍କୁ ୬ ଲକ୍ଷ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶ ।

ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button