ରାଜ୍ୟ

ଚିଟ୍ ଫଣ୍ଡ ମ୍ୟାନେଜରକୁ ଜେଲ୍ – Ibnodisha

[ad_1]

ଭୁବନେଶ୍ୱର: ଚିଟ୍ଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ୍ । ଉଦଳାସ୍ଥିତ କୋଲକାତା ୱେୟାର୍ ଇଣ୍ଡଷ୍ଟ୍ରିର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜେଲ୍ ହୋଇଛି । ୯ ବର୍ଷ ଜେଲ ସହ ୬୧ ହଜାର ଜରିମାନା କରିଛନ୍ତି ଓପିଆଇଡି କୋର୍ଟ । ୨୦୧୩ରେ ଜମାକାରୀଙ୍କୁ ପ୍ରଲୋଭିତ କରି ଲକ୍ଷାଧିକ ଟଙ୍କା ଠକି ଥିଲେ । ଅନେକ ଜମାକରୀଙ୍କୁ ଠକିଥିଲେ ମ୍ୟାନେଜର । ଏନେଇ ଜମାକାରୀ ଅଭିଯୋଗ କଲା ପରେ ଏହାର ଖୋଳତାଡ କରାଯାଇଥିଲା । ଏବଂ ମ୍ୟାନେଜରଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ ଜେଲ ହୋଇଛି ।

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ୧୭ ବର୍ଷୀୟ ବାଳିକାଙ୍କ ସହ ଏପରି କଲେ ଯୁବକ…

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button