ଅପରାଧ
୫ଡ୍ୟାନ୍ସ ବାରକୁ ସୋ କଜ୍ ନୋଟିସ – Ibnodisha

[ad_1]

ଭୁୁବନେଶ୍ୱର: ୫ ଡ୍ୟାନ୍ସ ବାର୍କୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ୫ ବାରକୁ ଅବକାରୀ ବିଭାଗର ନୋଟିସ ଜାରି ହୋଇଛି । ବାରରେ ଟଙ୍କା ଉଡ଼ାଉଥିବା ପ୍ରମାଣ ପରେ ସୋ କଜ୍ ନୋଟିସ ଜାରି ହୋଇଛି । ନାଇଟ୍ କ୍ଲବ, ପବ୍ରେ ବି ରେଡ୍ ପାଇଁ ଅବାକରୀ ବିଭାଗର ନିଷ୍ପତ୍ତି ।
ଆକ୍ସନ ମୋଡ୍ରେ କମିଶନରେଟ ପୋଲିସ, ରାତି ତମାମ ଚାଲୁଛି ବାର୍ ଆଉ ପବ୍
The post ୫ଡ୍ୟାନ୍ସ ବାରକୁ ସୋ କଜ୍ ନୋଟିସ appeared first on ONA KHABAR.
[ad_2]




