ରାଜ୍ୟ
ବଦଳିଲେ ବେଗୁନିଆ ଆଇଆଇସି – Ibnodisha

[ad_1]
ଭୁୁବନେଶ୍ୱର: ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ବଦଳି ହୋଇଛି । ଆଇଆଇସିଙ୍କୁ ପୋଲିସ ହେଡ୍କ୍ୱାଟଙ୍କୁ ବଦଳି କଲେ ଖୋର୍ଦ୍ଧା ଏସ୍ପି । ଥାନାରେ ଥିବା ଜବତ ବାଣ ଓ ମଦ ଚାଲଶଣ ଘଟଣାରେ ବିବାଦୀୟ ହୋଇପଡିଥିଲେ । ଆଇଆଇସିଙ୍କ ସହ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଦଳବଦଳ କରାଯାଇଛି ।
ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା
[ad_2]