ରାଜ୍ୟ

ଆମଦାନୀ ନେତାଙ୍କୁ ବିଜେଡି ଅପେକ୍ଷା – Ibnodisha

[ad_1]

ଭୁବନେଶ୍ୱର : ପ୍ରାର୍ଥୀ ମିଳୁ ନଥିବା ବିଜେଡି ଅଭିଯୋଗକୁ ନେଇ ବିଜେପିର କାଉଣ୍ଟର ଆଟାକ୍ । ବିଜେଡିକୁ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କୁ ଆହ୍ୱାନ । ବିଜେଡି ପ୍ରଥମେ ସବୁ ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କରୁ । ବିଜେଡି କାହିଁକି ଏଯାଏଁ ଅଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ବିଜେପି ଟିକେଟ ଦିଲ୍ଲୀରୁ ଘୋଷଣା ହୁଏ, ଠିକ୍ ସମୟରେ ହେବ । ବିଜେଡିର କାହିଁକି ଏତେ ମୁଣ୍ଡ ବିନ୍ଧା, ନିଜ ଆତ୍ମସମୀକ୍ଷା କରନ୍ତୁ । ଆମଦାନୀ ନେତାଙ୍କୁ ଅପେକ୍ଷା କରି ପ୍ରାର୍ଥୀ ଘୋଷଣା କରୁନି ବିଜେଡି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button