ରାଜନୀତି

କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ – Ibnodisha

[ad_1]

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପହଞ୍ôଚଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଲୋକସଭା ପ୍ରାର୍ଥୀ ବୈଜୟନ୍ତ । କେନ୍ଦ୍ରାପଡା ଚାନ୍ଦୋଳ ଠାରେ ବୈଜୟନ୍ତଙ୍କୁ ଉଚ୍ଚ୍ୱାସିତ ସଂବର୍ଦ୍ଧନା । ବୈଜୟନ୍ତଙ୍କୁ ସ୍ୱାଗତ କଲେ ସହସ୍ରାଧିକ ବିଜେପି କର୍ମୀ, ସମର୍ଥକ । ବଳଦେବଜୀଉ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୈଜୟନ୍ତ ।

ପଦ୍ମ ଧରିଲେ ଅନୁଭବ ମହାନ୍ତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button