ରାଜନୀତି

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା; କିଏ କେଉଁ ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ…. – Ibnodisha

[ad_1]

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ

ସମ୍ବଲପୁର: ଜୟନାରାୟଣ ମିଶ୍ର
ତଳସରା: ଭବାନୀଶଙ୍କର ଭୋଇ
ସୁନ୍ଦରଗଡ଼: କୁସୁମ ଟେଟେ
ବୀରମିତ୍ରପୁର: ଶଙ୍କର ଓରାମ
ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର: ନରସିଂହ ମିଞ୍ଜ
ବଣାଇ: ସେବତୀ ମିଞ୍ଜ
କୁଚିଣ୍ଡା: ରବିନାରାୟଣ ନାଏକ
ରେଙ୍ଗାଲି: ନାଉରୀ ନାଏକ
ରେଢାଖୋଲ: ଦେବେନ୍ଦ୍ର ମହାପାତ୍ର
ଦେବଗଡ଼ : ସୁବାସ ପାଣିଗ୍ରାହୀ
ଆନନ୍ଦପୁର: ଆଲୋକ ସେଠୀ
କେନ୍ଦୁଝର: ମୋହନ ମାଝୀ
ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା: ଭାସ୍କର ମଢେଇ
ବଡ଼ସାହି: ସନାତନ ବିଜଳି
ବାରିପଦା: ପ୍ରକାଶ ସୋରେର୍ନ
ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର: ବ୍ରଜ ପ୍ରଧାନ

ବାଲେଶ୍ୱର: ମାନସ ଦତ୍ତ
ରେମୁଣା: ଗୋବିନ୍ଦ ଦାସ
ସୋର: ରାଜେନ୍ଦ୍ର ଦାସ
ସିମୁଳିଆ: ପଦ୍ମଲୋଚନ ପଣ୍ଡା
ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର
ଧାମନଗର: ସୂର୍ଯ୍ୟବଂଶୀ ସୂରଜ

ବିଞ୍ଝାରପୁର: ବବିତା ମଲ୍ଲିକ
ବଡ଼ଚଣା: ଅମର ନାଏକ
ଧର୍ମଶାଳା: ସ୍ମୃତିରେଖା ପହି
ଯାଜପୁର: ଗୌତମ ରାୟ
କୋରେଇ: ଆକାଶ ଦାସନାୟକ
ସୁକିନ୍ଦା: ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର: ଶତୃଘ୍ନ ଜେନା
ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ
ପାଲଲହଡ଼ା: ଅଶୋକ ମହାନ୍ତି

ତାଳଚେର: କାଳନ୍ଦୀ ସାମଲ
ଛେଣ୍ଡିପଦା: ଅଗସ୍ତୀ ବେହେରା
ଆଠମଲ୍ଲିକ: ସଞ୍ଜୀବ ସାହୁ
ବୀରମହାରାଜପୁର:ରଘୁନାଥ ଜଗଦଳା
ସୋନପୁର: ପ୍ରମୋଦ ମହାପାତ୍ର
ଲୋଇସିଂହା: ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼: ନବୀନ ଜୈନ
କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ
ନୂଆପଡ଼ା: ଅଭିନନ୍ଦନ ପଣ୍ଡା
ଖଡ଼ିଆଳ: ହିତେଶ ବଗର୍ତ୍ତୀ
ଉମରକୋଟ: ନିତ୍ୟାନନ୍ଦ ପଣ୍ଡା
ନବରଙ୍ଗପୁର: ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼: ରମେଶ ମାଝୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button