ରାଜ୍ୟ

ଦୀପାବଳି ଦିନ ଏହି 3ଜଣ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ପୂଜା, ଲାଗିଥାଏ ଘୋର ପାପ… ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଦୀପାବଳି ପର୍ବ ଅକ୍ଟୋବର ୨୪ ତାରିଖ ସୋମବାର ଦିନ କାର୍ତ୍ତିକ ମାସ ଅମାବାସ୍ୟା ଦିନ ପାଳନ କରାଯାଏ । ଏହି ଦିନ ଋଦ୍ଧି ସିଦ୍ଧି ଦାତା ଭଗବାନ ଗଣେଶ ଓ ମା ଲକ୍ଷ୍ମୀ ଙ୍କ ପୂଜା କରିବାର ବିଧାନ ରହିଛି । ଏହି ଦିନ ଧନର ଦେବତା କୁବେର ମହାରାଜା, ମା କାଳୀ ଙ୍କ ମଧ୍ୟ ପୂଜନ କରାଯାଏ । ଦୀପାବଳି ପର୍ବ ହେଉଛି ଆଲୋକର ପର୍ବ । ଏହି ଦିନରେ ଅନ୍ଧାର ର ଅନ୍ତ ହୋଇ ଆଲୋକର ବିଜୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଦୀପାବଳି ପୂଜାରେ କେଉଁ ୩ ଜଣ ସ୍ତ୍ରୀ ପୂଜା କରିଲେ ଘୋର ପାପ ଲାଗିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାୟୀ ଦୀପାବଳି ଦିନ ନାରୀଙ୍କୁ ନାଲି, ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ । ଲକ୍ଷ୍ମୀ ପୂଜନରେ ସୁହାଗିନୀ ମହିଳାଙ୍କୁ ଧଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହି ରଙ୍ଗ ବିଧବା ରୂପ ମାନାଯାଇଥାଏ । ଏହା ସହ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ କାରଣ ଏହା ଶନିଦେବଙ୍କ ପ୍ରତୀକ ହୋଇଥାଏ । ଦୀପାବଳି ଦିନ ମହିଳାଙ୍କୁ ମଥାରେ ଭରପୁର ମାତ୍ରାରେ ସିନ୍ଦୁର, ଝୁଣ୍ଟିଆ ପିନ୍ଧିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନଧାନ୍ୟରେ ମାଲାମାଲ କରିଥାନ୍ତି । ଲକ୍ଷ୍ମୀ ପୂଜା କରିବା ସମୟରେ ଆଳସ୍ୟ କରିବା ଉଚିତ ନୁହେଁ ।

ପିରିଏଡ ହୋଇଥିଲେ ମା ଲକ୍ଷ୍ମୀଙ୍କ ପୂଜା କରିବା ଅନୁଚିତ । ଦୀପାବଳି ଦିନ ଦୀପ ଦାନ କରିପାରିବେ କିନ୍ତୁ ମା ଲକ୍ଷ୍ମୀଙ୍କୁ ଷ୍ପଶର କରିବେ ନାହି । ଦୀପାବଳି ଦିନ ଚାନ୍ଦି ବା ସୁନାର ସିକା ରଖି ପୂଜା କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ମା ଲକ୍ଷ୍ମୀଙ୍କୁ ସୁଖୀ ଯାଇଥିବା ଫୁଲ ଅର୍ପଣ କରିବା ଉଚିତ ନୁହେଁ । ଏହି ଦିନ ୫ ପ୍ରକାରର ଫୁଲ, ଫଳ ଭୋଗ ଲଗାଇବା ଚିତ । ଶ୍ରଦ୍ଧା ସହକାରେ ମା ଲକ୍ଷ୍ମୀଙ୍କୁ ପୂଜା କରିଲେ ତାଙ୍କର ଅପାର କୃପା ଲାଭ ମିଳିଥାଏ । ଦୀପାବଳି ଦିନ ପୂଜା ସମୟରେ ଦୀପ, ଧୂପ ବାମ ପଟରେ ରଖିବା ଉଚିତ ।

ଧଳା ରଙ୍ଗର ଫୁଲ ଅର୍ପଣ କରିବା ଅନୁଚିତ । ଦୀପାବଳି ଦିନ ମୂଷା, ପେଚା ଆସିଲେ ଜାଣିବେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ସାରିଛି । କାରଣ ମୂଷା ଭଗବାନ ଗଣେଶଙ୍କ ବାହନ ଓ ପେଚା ମା ଲକ୍ଷ୍ମୀ ଙ୍କ ବାହନ ଅଟନ୍ତି । ଦୀପାବଳି ଦିନ ବିଲେଇ ଘରକୁ ଆସିଲେ ଶୁଭ ସଂକେତ ମିଳିଥାଏ । ଏହି ଦିନ ଅଚାନକ ଗୋଲ ଆକାର ରେ କିମ୍ବା ଲମ୍ବା ଲାଇନ ଲଗାଇ ପିମ୍ପୁଡି ଘୂରିଲେ ଶୁଭ ସଂକେତ ମାନା ଯାଇଥାଏ ।

ଏହି ଦିନ ଗୋମାତା ଙ୍କୁ ପୂଜା କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ଗୋମାତା ଙ୍କ ପାଦ ସ୍ପର୍ଶ କରିଲେ ମା ଲକ୍ଷ୍ମୀ ଧନଧାନ୍ୟ ରେ ପରିପୂର୍ଣ୍ଣ କରିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button