ରାଜ୍ୟ
ଆଳୁ ପ୍ରସଙ୍ଗ ; ମମତାଙ୍କୁ ଚିଠି ଲେଖିଲେ ନବୀନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖିଲେ ନବୀନ । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କ ହସ୍ତକ୍ଷେପ ଲୋଡ଼ିଲେ -ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଲେ । ଆଳୁ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଅଭାବରୁ କୃତ୍ରିମ ଦର ବଢ଼ିଛି -ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଉପକୃତ କରିଛି, ହସ୍ତକ୍ଷେପ କରନ୍ତୁ
