ରାଜ୍ୟ

ଭୁବନେଶ୍ୱରେ ୩ଟାରୁ ଭସାଣ – କମିଶନରେଟ ପୁଲିସ – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱରରେ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି। ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କଲି ଅପରାହ୍ନ ୩ଟାରୁ ଭସାଣ । ରତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବହନ ଉପରେ କଟକଣା ଲାଗିବ । ସହିଦ ନଗର ଭସଣି ବେଳେ ବାଣୀବିହାରରୁ ରୂପଲି ଯାନବାହନ ମନା । ବାଣୀବିହାରର ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ । ଜନପଥ ରାସ୍ତାରେ ଯାନବାହନ ମଧ୍ୟ ମନା , ସଚିବାଳୟ ରାସ୍ତା ଦେଇ ଯାନବାହାନ ଯିବ । ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖର ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା । ସେସବୁ ଗାଡି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଠେସନରୁ ଓଭର ବ୍ରିଜରେ ଦେଇ ଯିବ । ଖିଲାପ କଲେ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ଜରିମାନା ବୋଲି କହିଛନ୍ତି କମିଶନରେଟ ପୁଲିସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button