ଦେଶ
ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩, ସ୍ପଷ୍ଟ କଲା ରେଲୱେ ବିଭାଗ – Ibnodisha

[ad_1]
ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ କହିଲା ରେଲୱେ ବିଭାଗ । ଜଣଙ୍କ ମୃତଦେହ ଦୁଇଖଣ୍ଡ ହୋଇଯାଇଥିବାରୁ ଦ୍ୱନ୍ଦ ଥିଲା । ଦୁଇ ଖଣ୍ଡ ମୃତଦେହକୁ ଦୁଇ ଜଣ ହିସାବ କରିବାରୁ ୧୪ କୁହାଯାଉଥିଲା । ତେବେ ୧୪ ନୁହେଁ, ମୃତ୍ୟୁ ସଂଖ୍ୟା ୧୩ ବୋଲି ସ୍ପଷ୍ଟ କରିଛି ରେଲୱେ ବିଭାଗ । ୧୩ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି । ପରିଚୟ ମିଳିଥିବା ୧୨ ଜଣଙ୍କ ମଧ୍ୟରେ କେହି ଓଡ଼ିଶାର ନୁହଁନ୍ତି । ଆହତଙ୍କ ମଧ୍ୟରୁ ଏବେ ୨୯ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି ।
ବସ୍ ଡିପୋରେ ଲାଗିଲା ନିଆଁ
[ad_2]