ରାଜ୍ୟ
ବୋଧ ହୁଏ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡିଶା ଦୁଇ ଭାଗ ହୋଇଯାଉ: ନରସିଂହ – Ibnodisha
[ad_1]
ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ସମାଲୋଚନା । ମନୋଜ ମିଶ୍ରଙ୍କୁ ସମର୍ଥନ ସହ ବାସନ୍ଦ ଉଠାଇବାକୁ ପୁଣି ଦାବି କଲେ । ବୋଧ ହୁଏ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡିଶା ଦୁଇ ଭାଗ ହୋଇଯାଉ । ପଶ୍ଚିମ ଓଡିଶା ଭାଷାକୁ କାହିଁକି ମାନ୍ୟତା ଦିଆଯାଉନାହିଁ । ବିଜେଡି, ବିଜେପି ଏକ; ସେମାନେ ଦୁଇ ହେଲେ ତ ଲଢିବେ । ଜଣେ କହୁଛି ମୁଁ ରାମ ଭକ୍ତ ଓ ଅନ୍ୟ ଜଣେ କହୁଛି ମୁଁ ଜଗନ୍ନାଥ ଭକ୍ତ । ପ୍ରକୃତରେ ଉଭୟ ଉଭୟଙ୍କର ଭକ୍ତ, ନିର୍ବାଚକୁ ଦେଖି ରାଜନୀତି କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର ।
ମିଜୋରାମ ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ, ଜାଣନ୍ତୁ ଏଥିରେ କ’ଣ ରହିଛି?
[ad_2]