ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ – Ibnodisha

[ad_1]

accident

ଆନନ୍ଦପୁର: ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ୨୦ ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ଏହିଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ଯାଯପୁର ବାରିଗଡିଆ ଅଂଚଳର ହୋଇଥବା ସୂଚନା ।

ବୋଧ ହୁଏ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡିଶା ଦୁଇ ଭାଗ ହୋଇଯାଉ: ନରସିଂହ

The post ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button