ରାଜ୍ୟ
ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ – Ibnodisha

[ad_1]
ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଏନଫୋର୍ସମେଣ୍ଟ ୟୁନିଟ୍ ଜିଏସଟି ଅଧିକାରୀ । ଲାଞ୍ଚ ନେବାବେଳେ ଧରାପଡିଲେ ଜିଏସଟି ଅଧିକାରୀ ମାନଓ ବେହେରା । ଜବତ ଗାଡିକୁ ଛାଡିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ
[ad_2]




