ରାଜ୍ୟ

ଆଇପିଏସ୍ ସ୍ତରରେ ଅଦଳବଦଳ; ବଦଳିଲେ ୩ ଜିଲ୍ଲାର ଏସପି – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ୩ ଜଣ ଏସ୍‌ପିଙ୍କୁ ବଦଳି କରିଛନ୍ତି । ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ ଏସପି ୨୦୧୧ ବ୍ୟାଚ୍ ଆଇପିଏସ୍ ବି ଗଙ୍ଗାଧରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେ ଗତ ୬ମାସ ତଳେ ସମ୍ବଲପୁରରୁ ମୟୂରଭଞ୍ଜ ଏସପି ଭାବେ ବଦଳି ହୋଇଥିଲେ । ସେହିପରି ନବରଙ୍ଗପୁର ଏସପି ୨୦୧୮ ବ୍ୟାଚର ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ବାଲିଗୁଡ଼ା ଏସଡିପିଓ ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍ ଆଇପିଏସ୍ ରୋହିତ ବର୍ମାଙ୍କୁ ପଦୋନ୍ନତି ଦେଇ ନବରଙ୍ଗପୁର ଏସପି ଭାବେ ବଦଳି ହୋଇଛି ।

The post ଆଇପିଏସ୍ ସ୍ତରରେ ଅଦଳବଦଳ; ବଦଳିଲେ ୩ ଜିଲ୍ଲାର ଏସପି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button