ଦେଶ
ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ – Ibnodisha

[ad_1]

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଛି । ସ୍ଥାନୀୟ ସମୟ ପ୍ରାୟ ସକାଳ ୫.୪୪ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ଏନସିଏସ୍ ତଥ୍ୟ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୩୬ ଅକ୍ଷାଂଶ ଏବଂ ଦ୍ରାଘିମା ୭୧.୧୮ ୧୨୪ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି।
The post ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ appeared first on ONA KHABAR.
[ad_2]




