ରାଜ୍ୟ

ଆସିଲା ସୁସ୍ମିତାଙ୍କ ଭିସେରା ରିପୋର୍ଟ – Ibnodisha

[ad_1]

ରାଉଲକେଲା : ରାଉଲକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ଆସିଲା ମୃତ ସୁସ୍ମିତାଙ୍କ ଭିସେରା ଟେଷ୍ଟ ରିପୋର୍ଟ । ଭିସେରା ଟେଷ୍ଟ ରିପୋର୍ଟ ଆସିଥିବା କହିଲେ ଡିସ୍ପି ବନିତା ମାଝୀ । ତେବେ ରିପୋର୍ଟୀ ରେ କଣ ଅଛି , ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି । ସୁସ୍ମିତାଙ୍କ ସନେ୍ଦହଜନକ ମୃତ୍ୟୁ ପରେ ବଢିଥିଲା ବାଦବିବାଦ ।

ବ୍ୟାନ୍ ହେଲା ମହାଦେବ ବେଟିଂ ଆପ୍

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button