ରାଜ୍ୟ
କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ – Ibnodisha

[ad_1]
ଯାଜପୁର : ଯାଜପୁର କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ନିକଟ ରେଙ୍ଗାଲି କେନାଲରେ ଘଟିଛି ଅଘଟଣ। ଦୁଇ ନାବାଳକ ହେଲେ ଗୁହାଳଡି ଗାଁର ଟୁକୁନା ମୁଣ୍ଡା ଓ ରଘୁ ମୁଣ୍ଡା। ଆଜି ଦୁଇଜଣ କେନାଲକୁ ଗାଧୋବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ବି ପତ୍ତା ମିଳିନି । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପରେ ଅଗ୍ନିଶମବାହିନୀ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
[ad_2]