ରାଜ୍ୟ

ବିଶାଲମେଗା ମାର୍ଟକୁ ୧୧ ଲକ୍ଷ ଫାଇନ୍ – Ibnodisha

[ad_1]

ଭୁବନଶ୍ୱର : ଭୁବନଶ୍ୱର ଓ କଟକ ଦୁଇଟି ବିଶାଲ ମେଗା ମାର୍ଟକୁ ଜରିମାନା । ୧୧ ଲକ୍ଷ ଜରିମାନା କଲେ କଟକ ଜିଲ୍ଲା ଖାଉଟି ଅଦାଲତ । ୨ଟି ପୃଥକ ମାମଲାରେ ବିଶାଲ୍ ମେଗା ମାର୍ଟକୁ ଜରିମାନା । ୩୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ ଦେଲେ କୋର୍ଟ ।

ଆମ ଓଡିଶା ନବୀନ ଓଡିଶା ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The post ବିଶାଲମେଗା ମାର୍ଟକୁ ୧୧ ଲକ୍ଷ ଫାଇନ୍ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button