ରାଜ୍ୟ

କଂଗ୍ରେସ କରିବ ତୁଳସୀ ଯାତ୍ରା – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା । ଅଭିନବ ପ୍ରତିବାଦ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା । ନଭେମ୍ବର ଶେଷ ସୁଦ୍ଧା ସବୁ ଗାଁ ଓ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ । ସବୁ ଅଞ୍ଚଳରୁ ସଂଗ୍ରହ ପରେ କଂଗ୍ରେସ ଭବନକୁ ଆସିବ ତୁଳସୀ । ଭୁବନେଶ୍ୱର କଂଗ୍ରେସ ଭବନରୁ ତୁଳସୀ ନେଇ ପୁରୀ ଯିବେ କର୍ମୀ । ରତ୍ନଭଣ୍ଡାର ଗଣତି ,ମଣତି, ମରମତି ଓ ଚାରିଦ୍ୱାର ଖୋଲା ଦାବିରେ ଯାତ୍ରା ।

କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button