ରାଜନୀତି

ସରକାରୀ କାର୍ଯ୍ୟକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି : ତାରା – Ibnodisha

[ad_1]

ଭୁବନେଶ୍ୱର : ଆମ ଓଡିଶ ନବୀନ ଓଡିଶାକୁ ତାରା ବାହିନୀପତିଙ୍କ ସମାଲୋଚନା । ସରକାରୀ କାର୍ଯ୍ୟକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର କରାଯାଉଛି । ସରପଞ୍ଚ ମାନେ ଏହି କାର୍ଯ୍ୟକ୍ରମକୁ ବୟକଟ୍ କଲେ , ତାଙ୍କୁ ଧନ୍ୟବାଦ । ମୋତେ କାର୍ଯ୍ୟକ୍ରମକୁ ଡକାଯାଇଥିଲେ ମଧ୍ୟ ଅସମ୍ମାନ କଲେ । ଏହି ସମସ୍ତ ଅବ୍ୟବସ୍ଥା ଆଗାମୀ ବିଧାନସଭାରେ ଉଠାଇବି ବୋଲି ତାରା କହିଛନ୍ତି ।

କଂଗ୍ରେସ କରିବ ତୁଳସୀ ଯାତ୍ରା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button