ଅପରାଧ

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ – Ibnodisha

[ad_1]

ସୋର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବାରୁ ବିବାହିତ ଯୁବକ ଜଣକ ଗିରଫ ହୋଇଛନ୍ତି । ଔପଦା ଥାନା ଜଙ୍ଗଲରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇଲେ ଗାଁ ଲୋକେ । ଫଳରେ ଅଭିଯୁକ୍ତ ଜଣଙ୍କ ଗିରଫ କରି ଯୁବତୀଙ୍କ ଡାକ୍ତରମାଇନା କରାଇଲା ପୋଲିସ । ଯୁବତୀ ଜଣଭ୍‌କ ଉଦଳାର ସେ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିଲେ ।

ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button