ରାଜ୍ୟ
ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍ ଅଭିଯୋଗରେ ଯୁବକ ଗିରଫ – Ibnodisha

[ad_1]
ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବକ ତାଙ୍କ ଭିଣୋଇଙ୍କ ଠାରୁ କାର୍ ଲୁଟ୍ କରିବା ପରେ ଶୁକ୍ରବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରୁଦ୍ର ପ୍ରତାପ ମହାନ୍ତି।
[ad_2]