ଦେଶ

ଆମ ପାଇଁ ଆଜି ବଡ଼ ସୁଯୋଗ : ରୋହିତ – Ibnodisha

[ad_1]

ଅହମ୍ମଦାବାଦ୍‌: ବିଶ୍ବକପରେ ଆମେ ଦଳଗତ ପ୍ରଦର୍ଶନ କରିଛୁ। ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ଆଶାଜନକ ରହିଛି। ଲିଗ୍‌ ଓ ସେମିଫାଇନାଲରେ ଆମେ ଯେଭଳି ଖେଳିଥିଲୁ ଫାଇନାଲରେ ମଧ୍ୟ ସେମିତି ଖେଳିବୁ। ଆମ ପାଇଁ ଏହା ବଡ଼ ସୁଯୋଗ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି। ବିଶ୍ବକପ ପାଇଁ ଆମେ ଦୁଇବର୍ଷ ହେବ ପ୍ରସ୍ତୁତି କରିଛୁ। ଦଳଗତ ପ୍ରଦର୍ଶନ ଆମର ଶକ୍ତି ଓ ସାମର୍ଥ। ଆମେ ଆତ୍ମବିଶ୍ବାସରେ ଅଛି। ବିଜୟୀ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ରୋହିତ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button