ଅପରାଧ

ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଅଫିସ ଭିତରକୁ ପଶି ମହିଳଆଙ୍କୁ ହାଣିଲେ ସ୍ୱାମୀ । ପାରିବାରିକ ବିବାଦରୁ ଘଟଣା ହୋଇଥିବା ସନେ୍ଦହ । ଭୁବନେଶ୍ୱର ବରମୁଣ୍ଡାର କୃର୍ତ୍ତିବନ୍ଧୁ ଆପାଟମେଣ୍ଟର ଘଟଣା । ଅଫିସ ଚାଲିଥିବା ବେଳେ ପଶି ଆସିଥିଲେ ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତ ଅଟକ, ତଦନ୍ତ କରୁଛି ପୋଲିସ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମହିଳା ।

ଦାରିଙ୍ଗବାଡିରେ ବଢୁଛି ଶୀତର ପରିମାଣ

The post ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button