ରାଜ୍ୟ
ବାଦାମପାହାଡରୁ ଗଡିଲା ମେମୁ – Ibnodisha

[ad_1]

ଭୁବନେଶ୍ୱର: ବାଦାମପାହାଡ ଟାଟାନଗର ମେମୁ ନ୍ନେ୍ ଶୁଭାରମ୍ଭ । ବାଦାମପାହାଡ ଷ୍ଟେସନରୁ ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମ । ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଥିବା ସୂଚନା ରହିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ଏହି ଉତ୍ସବରେ ।
କୁକୁଡ଼ା ପ୍ରାଇଭେଟ୍ ପାର୍ଟରେ ବାଣ ଖଞ୍ଜି ଫୁଟାଇଲେ ୪ ଯୁବକ, ଛଟପଟ ହୋଇ ମରିଗଲା ନିରୀହ ପକ୍ଷୀ
The post ବାଦାମପାହାଡରୁ ଗଡିଲା ମେମୁ appeared first on ONA KHABAR.
[ad_2]




