ରାଜନୀତି

କିଲୋ ପ୍ରତି ୨ ଟଙ୍କାରେ ଗୋବର କିଣିବାକୁ କଂଗ୍ରେସର ପ୍ରତିଶ୍ରୁତି – Ibnodisha

[ad_1]

ବ୍ୟୁରୋ : ରାଜସ୍ଥାନ ପାଇଁ ନିର୍ବାଚନୀ ଇସ୍ତହାର ଜାରି କଲା କଂଗ୍ରେସ । ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି । ୧ କୋଟି ପରିବାରଙ୍କୁ ୫ ଶହ ଟଙ୍କାରେ ଦିଆଯିବ ଗ୍ୟାସ ସିଲିଣ୍ଡର । ଛାତ୍ରଛାତ୍ରିଙ୍କୁ ମାଗଣ ଲପଟପ,ଟାବଲେଟ ଦେବାକୁ ପ୍ରତିଶ୍ରୁତି । ପ୍ରତି ପିଲାଙ୍କୁ ଇଂରାଜୀ ମିଡିୟମ୍ ଶିକ୍ଷା ଦେବାକୁ ଗ୍ୟରେଣ୍ଟି । କିଲୋ ପ୍ରତି ୨ ଟଙ୍କାରେ ଗୋବର କିଣିବାକୁ ପ୍ରତିଶ୍ରୁତି ।

ମୋଦୀଙ୍କୁ ସ୍ଥିତି ଅବଗତ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button