ରାଜନୀତି
ବିଜେପିରେ ମିଶିଲେ ଦେବାଶିଷ – Ibnodisha

[ad_1]
ଭୁବନେଶ୍ୱର : ବିଜେପିରେ ମିଶିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ଦେବାଶିଷ । ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେପିରେ ମିଶିଛନ୍ତି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ବିଜେଡି ଛାଡ଼ିଲେ ଦେବାଶିଷ ନାୟକ
[ad_2]