ଅପରାଧ
ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ – Ibnodisha

[ad_1]
ରେଢାଖୋଲ : ମାରି ଫିଙ୍ଗିଦେଲେ। ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର ଜିଆରଏସ୍ ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି। ଧାତୁକିମାଳ ଛକରେ ମାରି ପକାଇ ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ
[ad_2]