ରାଜନୀତି

ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ; ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା – Ibnodisha

[ad_1]

ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ତଥା ଗାୟୀକା ଅକ୍ଷରା ସିଂ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଖୁବଶୀଘ୍ର ସେ ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏ ଖବର ଆସିବା ପରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିଜରେ ଚର୍ଚ୍ଚା ଜୋର ଧରିଛି । ନିଜର ମଧୁର ସ୍ୱର ଓ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ଅକ୍ଷରାଙ୍କୁ ଏବେ ରାଜନୀତି ମଞ୍ଚରେ ଦେଖିବାକୁ ମିଳିବ । ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବା ପୂର୍ବରୁ ଅକ୍ଷରା ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button