ଅପରାଧ
ବାପ, ଝିଅଙ୍କୁ ପିଟି ରୋମିଓ ଛୁ ! – Ibnodisha

[ad_1]

ସୋର: ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ବାପାଙ୍କୁ ଯୁବକଙ୍କ ଆକ୍ରମଣ । ଗୋପାଳପୁର ଥାନା ତାଳପଦା ଅଂଚଳରେ ଯୁବକଙ୍କ ଆକ୍ରମଣ ହୋଇଥିବା ସୂଚନା ରହିଛି । ସ୍କୁଲ ଆସୁଥିବା ବେଳେ ପ୍ରଥମେ ଛାତ୍ରୀଙ୍କୁ ମୁଥ ମାରିଲା ଯୁବକ ଜଣକ । ଖବର ଶୁଣି ଘଟଣାସ୍ଥଳରେ ପହଂଚିବା ପରେ ବାପାଙ୍କୁ ମଧ୍ୟ ଆକ୍ରମଣ କଲା ଯୁବକ ଜଣକ । ଏକତରଫା ପ୍ରେମରୁ ଆକ୍ରମଣ ସୂଚନା ଆଉ ଏବେ ଯୁବକ ଫେରାର ଅଛନ୍ତି ।
ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର
The post ବାପ, ଝିଅଙ୍କୁ ପିଟି ରୋମିଓ ଛୁ ! appeared first on ONA KHABAR.
[ad_2]



