ରାଜନୀତି

ବାହାରିଲା ୪ ପୌରାଞ୍ଚଳ ଉପ-ନିର୍ବାଚନ ଫଳ; ସବୁଠି ବିଜେଡିର ବିପୁଳ ବିଜୟ – Ibnodisha

[ad_1]

ଭୁବନେଶ୍ୱର: ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି ।

ଜି. ଉଦୟଗିରି ଅଧ୍ୟକ୍ଷ
ବିଜେଡି – ୩୧୧୧
ବିଜେପି – ୭୫୬
ଆଇଏନସି – ୬୧୪
ନୋଟା – ୩୮
ମୋଟ – ୪୫୧୯
ଦେବସ୍ମିତା ଶତପଥି (ବିଜେଡି) ୨୩୫୫ ଭୋଟରେ ଜିତିଲେ ।

ଚିକିଟି ଏନଏସି  ୱାର୍ଡ ନଂ-୩
ବିଜେଡି – ୪୮୪
ବିଜେପି –୧୫
ନୋଟା – ୨
ସମୁଦାୟ = ୫୦୧
ବିଜେଡିର ହରପ୍ରସାଦ ଚୌଧୁରୀ ୪୬୯ ଭୋଟରେ ଜିତିଛନ୍ତି।

ଜଗତସିଂହପୁର ପୌରପାଳିକା ୱାର୍ଡ ନଂ- ୬
ବିଜେଡି – ୪୦୭
ଆଇଏନସି – ୪୦୬
ବିଜେପି –୨୧
ନୋଟା – ୧
ସମୁଦାୟ – ୮୩୫
ବିଜେଡିର ଶ୍ରୀମତୀ ରୋଜାଲିନ୍ ଦାଶ ୧ ଭୋଟରେ ଜିତିଛନ୍ତି।

ଯୋଡା ପୌରପାଳିକା ୱାର୍ଡ ନଂ-୮
ବିଜେଡି – ୮୦୬
ବିଜେପି – ୨୨୯
ଆଇଏନସି – ୨୧
ଆଇଏନଡିପି – ୧୧୩
ନୋଟା – ୮
ସମୁଦାୟ = ୧୧୭୯
ବିଜେଡିର ଶୁଭମ ନାୟକ ୫୭୭ ଭୋଟରେ ଜିତିଛନ୍ତି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button