ରାଜନୀତି

ମନ୍ତ୍ରୀ, ଡିଆଇଜିଙ୍କୁ ତଦନ୍ତ ପରିସରଭୁକ୍ତ କର – ତାରା – Ibnodisha

[ad_1]

ଭୁବନେଶ୍ୱର : ସୁଶାନ୍ତ ଶତପଥୀ ମାମଲାରେ ବିଧାୟକ ତାରା ବାହିନୀପତିଙ୍କ ବଡ ବୟାନ । ଜଣେ ମନ୍ତ୍ରୀ ଓ ଡିଆଇଜି, ଏସପିଙ୍କୁ ତଦନ୍ତ କରିସରଭୁକ୍ତ କରିବାକୁ ଦାବି । ୩ ଜଣ ଏସପି ସୁଶାନ୍ତଙ୍କ କଳା କାରନାମା ଦଖି ଡିମୋସନ୍ କରିଥିଲେ । ମନ୍ତ୍ରୀଙ୍କ ଚପରେ ଡିଆଇଜି ତାଙ୍କୁ ବୈପାରୀଗୁଡାରେ ନିଯୁକ୍ତି ଦେଲେ । ଧାରା ୩୧୧ରେ ତୁରନ୍ତ ସୁଶାନ୍ତ ଶତପଥୀଙ୍କୁ ଡିସମିସ କରାଯାଉ ବୋଲି କହିଲେ ତାରା ।

ରାଜ୍ୟର ସମସ୍ତ ବ୍ଲକ୍‌ରେ ହେବ କଏନ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button