ରାଜ୍ୟ

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ନବକୃଷ୍ଣ ଜେନା – Ibnodisha

[ad_1]

ଭୁବନେଶ୍ୱର: ଆଜି ତା ୨. ୧୨. ୨୩ ରିଖ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଗତ ୩O ତାରିଖ ରେ ଅବସର ନେବା ପରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା ଆଜି ଯାଜପୁର ରୋଡ ଠାରେ ପହଂଚି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଯାଜପୁର ରୋଡ ସିଭିଲସୋସାଇଟି ର ଆବାହକ ବିବେକାନନ୍ଦ ମହାନ୍ତି କୋରାଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ଅଭିମନ୍ୟୁ ମିଶ୍ର ଶିଶିର କୁମାର ରାଉତ ସନ୍ତୋଷ କୁମାର ମହାନ୍ତି, ପଦ୍ୟୁମ୍ନ ବୋଇତାଇ. ହର୍ଷବର୍ଦ୍ଧନ ବେହେରା ପ୍ରଶାନ୍ତ କୁମାର ପାତ୍ର ପବିତ୍ରରଞ୍ଜନ ମହାନ୍ତି, ପ୍ରମୁଖ ପହଂଚି ଶ୍ରୀ ଜେନା ଙ୍କୁ ଅଭିନନ୍ଦନ ଜଣାଇଥିଲେ. ଯାଜପୁର ରୋଡ ଏଯାବତ ସବଡିଭିଜନ ମାନ୍ୟତା ପାଇନଥିବା ବେଳେ ଏଠାରେ ଥିବା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟ ଦକ୍ଷତା ଏକ ଗୁରୁତ୍ୱ ପୂର୍ଣ୍ଣ ଅଟେ ବୋଲି ଆଲୋଚନା କରିବା ସହ ସହର ର ବହୁ ଉନୟନ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ. ବ୍ୟାସନଗର ସହର ପ୍ରତି ବିକାଶ ର ପ୍ରାଥମିତା ଦିଆ ଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଥିଲେ.
ରିପୋର୍ଟ ଅଭିମନ୍ୟୁ ମିଶ୍ର ଓଏନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button