ରାଜନୀତି

ଧଳା ସାର୍ଟ ପିନ୍ଧିଲେ କିଏ ନେତା ହୁଅନ୍ତି ନାହିଁ : ସୌମ୍ୟ – Ibnodisha

[ad_1]

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ । ଜଗତସିଂହପୁର ଅରସମା ଶିଆଳି ବାଲିଯାତ୍ରାରେ ସୌମ୍ୟଙ୍କ ମନ୍ତବ୍ୟ । ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢି ସୌମ୍ୟଙ୍କ ପ୍ରତିକ୍ରିୟା । ସତ କହେ ବୋଲି ସରକାର ମୋ ଉପରେ ସନ୍ତୁଷ୍ଟ ନୁହନ୍ତି କହିଲେ ସୌମ୍ୟ । ସତ କଥା ହେଉଛି , ଯୁବକ ମନଙ୍କୁ ନେତୃତ୍ୱର ସୁଯୋଗ ନ ଦେବା । ଛାତ୍ର ସଂସଦ ନିର୍ବାଚନ ନେତୃତ୍ୱ ଦେବାକୁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି , ସେ ବାହଘର ମଜ କେମିତି ପାଇବ । ଆଶା , ସରକାର ଖୁବଶୀଘ୍ର ଛତ୍ର ସଂସଦ ନିର୍ବାଚନ କଥା ଚିନ୍ତା କରିବ । ଆଶା, ଛାତ୍ର ସଂସଦ ନିର୍ବ।।ଚନ ପ୍ରକ୍ରିୟାକୁ ସରକାର ଫେରାଇ ଆଣିବେ । ଯାହାଫଳରେ ଗଣତାନ୍ତ୍ରିକ ଅନୁଷ୍ଠାନ ତିଆରି ହେବ ବୋଲି କହିଛନ୍ତି ସୌମ୍ୟ । ଜିନ୍ସ, ଧଳା ସାର୍ଟ ପିନ୍ଧିଲେ କିଏ ନେତା ହୁଅନ୍ତି ନାହିଁ । ନେତା ହେବା ପାଇଁ ଲୋକଙ୍କ ସହିତ ମିଶିବାକୁ ପଡିବ ବୋଲି କହିଲେ ସୌମ୍ୟ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button