ରାଜ୍ୟ

କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ – Ibnodisha

[ad_1]

ସୁନ୍ଦରଗଡ: ସୁନ୍ଦରଗଡ ଆଇଟି ରେଡ୍‌କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ଯୋଗେଶଙ୍କ ମାଆଁଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା କହିଲେ । ଏବେ କିନ୍ତୁ ଅଲଗା ନାଁ ବାହାରୁଛି, ପରିବର୍ତ୍ତନ କରିଥାଇପାରନ୍ତି ବୋଲି କହିଛନ୍ତି କୁସୁମ ଟେଟେ । ବେଆଇନ ମଦଭାଟି ଚାଲିଥିବା ଅନେକ ଥର ଗୃହରେ କହିଛି । ହସ୍ପିଟାଲ, ସ୍କୁଲ, ବସ୍ତି ନିକଟରେ ମଦଭାଟି ଥିବା ଅଭିଯୋଗ କରିଛି । କିନ୍ତୁ ମୋ ଅଭିଯୋଗକୁ ସରାକର ଶୁଣିଲେନି କହିଲେ କୁସୁମ ଟେଟେ । ଏନେଇ ଯୋଗେଶ ସିଂହଙ୍କ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button