ଦେଶ

ତେଲେଙ୍ଗାନା: କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ – Ibnodisha

[ad_1]

ତେଲେଙ୍ଗାନା:  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ସରକାର । ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଟି ବିକ୍ରମାର୍କ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ । ଗ୍ରହଣ ସମାରୋହରେ ସୋନିଆ, ରାହୁଲ, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।

ତେଲେଙ୍ଗାନାରେ ରେବାନ୍ତ ସରକାର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button