ଅପରାଧ
ଗୋଇଠା ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା – Ibnodisha

[ad_1]
ବାଲେଶ୍ୱର: ଗୋଇଠା ଓ ମାଡ ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଟାଉନ ଥାନାରେ ଏତଲା ପରେ ପୋଲିସ ଦ୍ୱାରା ସ୍ୱାମୀ ଅଟକ ରହିଥିବା ସୂଚନା ରହିଛି ।
ତେଲେଙ୍ଗାନା: କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ
The post ଗୋଇଠା ମାରି ଗର୍ଭବତୀ ସ୍ତ୍ରୀକୁ ହତ୍ୟା appeared first on ONA KHABAR.
[ad_2]