ରାଜ୍ୟ

ଟ୍ରେନ ଧକ୍କାରେ ଚାଲିଗଲା ସିଗନାଲ ଇଞ୍ଜିନିଅରଙ୍କ ଜୀବନ – Ibnodisha

[ad_1]

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା ।

ଅନୂପ କାମ ସାରି ଏକ ଗୁଡ୍ସ ଟ୍ରେନରେ ଲଖନା ପହଞ୍ଚି ଥିଲେ । ସେଠାରୁ ଘରକୁ ଯିବାକୁ ବାହାରି ଥିବା ବେଳେ ରେଳ ଟ୍ରାକରେ ଗୋଡ଼ ଫସି ଯାଇଥିଲା । ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଲେ ଚେଷ୍ଟା ବିଫଳ ହୋଇଥିଲା। ଫଳରେ ଅନୁପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button