ରାଜ୍ୟ

ମାଛ ଧରିବା ହେଲା କାଳ : ଯୋବ୍ରା ବ୍ରିଜରୁ ଖସି ଜଣେ ଆହତ – Ibnodisha

[ad_1]

କଟକ: ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ବ୍ୟକ୍ତି। ମାଛ ଧରୁ ଧରୁ ବ୍ରିଜ ତଳେ ପଡିଯାଇଥିଲେ। ବ୍ୟକ୍ତିଙ୍କ ନାମ ଟୁଟୁ ଦାସ। ଘର ଯୋବ୍ରାର ମଝି ସାହି। ଟୁଟୁଙ୍କ ବୟସ ପାଖାପାଖି ୫୦ବର୍ଷ ହେବେ। ବ୍ରିଜରୁ ଖସି ପଡ଼ିଥିବାରୁ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଚିକିତ୍ସା ପାଇଁ ବ୍ୟକ୍ତିଙ୍କୁ କଟକ sc କୁ ପଠାଯାଇଛି।

ଭାରତୀୟ ବୋଲରଙ୍କୁ ନେଇ ଏମିତି କହିଲେ ଓ୍ବାସିମ ଆକ୍ରାମ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button