ରାଜ୍ୟ

ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ରୟାଲ ବେଙ୍ଗଲ ବାଘ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ମହାରାଷ୍ଟ୍ରରୁ ଅଣାଗଲା ରୟାଲ ବେଙ୍ଗଲ ଟାଇଗର। ଏଠାରେ ଜନସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ବନ ବିଭାଗର ସୂଚନା ଅନୁଯାୟୀ, ଏନଟିସିଏର ଅନୁମୋଦନ ପରେ ବାଘକୁ ଅଣାଯାଇଛି। ପୂର୍ବରୁ ମହାରାଷ୍ଟ୍ରରୁ ବାଘକୁ ଆଣିବା ପାଇଁ ଓଡ଼ିଶା ସରକାର ଏନଟିସିଏକୁ ଚିଠି ଲେଖିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button